Jump to content

ଜୁତି

ଉଇକିଅଭିଧାନ‌ରୁ

ଜୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବେଗ (ହିନ୍ଦୀ - ଶବ୍ଦସାଗର) —Speed; velocity.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତିଃ; ଦ୍ୟୁତି)

[ସମ୍ପାଦନା]

ଜ୍ୟୋତିଃ; ଦୀପ୍ତି; ତେଜଃ —Brightness, splendour; brilliance.



ଜୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜୁ ଧାତୁ+ଭାବ. ତି)

[ସମ୍ପାଦନା]
୧. ଗତି — ୧. Motion.
୨. ବେଗ —୨. Velocity; swiftness.