Jump to content

ନିଦ୍ରିତ

ଉଇକିଅଭିଧାନ‌ରୁ

ନିଦ୍ରିତ

ଉଚ୍ଚାରଣ

[ସମ୍ପାଦନା]
(ନିଦ୍ରିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନି+ଦ୍ରା ଧାତୁ+କର୍ତ୍ତୃ. ତ, ବା ନିଦ୍ରା+ ସଂଜାତାର୍ଥେ ଇତ)

[ସମ୍ପାଦନା]
୧. ସୁପ୍ତ; ଶୋଇ ପଡ଼ିଥିବା; ଶୋଇଥିବା —୧. Asleep.
୨. ଘୁମାଉଥିବା —୨. Drowsy.
୩. ଅଳସ —୩. Idle.