ଜାତିଆ
ଜାତିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଅଜାତିଆ—ବିପରୀତ)
ଦେଶଜ - ବିଶେଷଣ - (ସଂସ୍କୃତ - ଜାତୀୟ)[ସମ୍ପାଦନା]
- ୧. ଜାତୀୟ — ୧. Belonging to a class or nation.
- ୨. କୁଳୀନ; ଉଚ୍ଚବଂଶୀୟ — ୨. Of noble birth; noble; of high family; will-born.
- ୩. ରାଜାମାନଙ୍କ ବଂଶରେ କ୍ଷତ୍ରିୟକୁଳର ବିବାହିତା ସ୍ତ୍ରୀଙ୍କ ଗର୍ଭରୁ ଜାତ (ସନ୍ତାନ) —୩. Born of a married wife of Kahatriya caste.
- ୪. ଉତ୍କୃଷ୍ଟ; ଉତ୍ତମଜାତୀୟ —୪. Excellent.
ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ -[ସମ୍ପାଦନା]
ଯେ ଅସ୍ପୃଶ୍ୟ ଜାତିର ଲୋକଙ୍କୁ ଛୁଇଁ ନ ଥିବାରୁ ପବିତ୍ର ଅଛି —One who has remained pure for not having touched an untounchable person.