କର୍ମନାଶା
ଦେଖଣା
କର୍ମନାଶା —
ଉଚ୍ଚାରଣ: Karmanāṡā
ସଂ. ବି. ସ୍ତ୍ରୀ. (କର୍ମନାଶ+ସ୍ତ୍ରୀ. ଆ) —
୧: ବିହାର ଓ କାଶୀମଧ୍ୟସ୍ଥ ନଦୀବିଶେଷ — ୧. The name of a river flowing between Bihar and Benares.
ଆସନ୍ତି କ୍ଷତ୍ରିଯେ କର୍ମନାଶା—ତୀରବାସୀ—ରାଧାନାଥ. ମହାୟାତ୍ରା
[ଦ୍ର—ଏ ନଦୀ ଚୌସାରେ ନିକଟରେ ଗଙ୍ଗାରେ ମିଶି ଅଛି ପ୍ରବାଦ ଅଛି ଯେ ଏ ନଦୀ ଅତି ଅପବିତ୍ର; ଏହାର ଜଳ ସ୍ପର୍ଶ କଲେ ସମସ୍ତ ପୂର୍ଣ୍ୟକର୍ମ ବିନଷ୍ଟ ହୁଏ; ପରନ୍ତୁ ଭବିଷ୍ୟପୂରାଣର ବ୍ରହ୍ମଖଣ୍ଡରେ ଏ ନଦୀ ଗଙ୍ଗା ପରି ପବିତ୍ର ଥିବାର ବର୍ଣ୍ଣୀତ ହୋଇଅଛି ଉକ୍ତ ପୁରାଣ ମତରେ ଏ ନଦୀକୂଳରେ ତାଡ଼କା ରାକ୍ଷାସୀର ବନ ଥିଲା— ସୁବଲଚନ୍ଦ]
୨: ପୂର୍ବବଙ୍ଗରେ ପ୍ରବାହିତ ଗଙ୍ଗାନଦୀର ଗୋଟିଏ ଶାଖାନଦୀ (ସୁବଳଚନଦ୍ର) — ୨. Name of a branch of the Ganges flowing on East Bengal.
ସଂ. ବିଣ. —
ଯେ ପୂଣ୍ୟକର୍ମ ନାଶ କରେ — Destroying the fruit of one's religious merit.