Jump to content

ତିରୋଟ

ଉଇକିଅଭିଧାନ‌ରୁ

ବିଶେଷଣ (ଦେଶଜ)

[ସମ୍ପାଦନା]


ତିରୋଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅର୍ଥାଭାବ; ଅଭାବ — Pecuniary want.

(ଯଥା—ମୋର ବର୍ତ୍ତମାନ ପଇସାପତ୍ରର ଭାରି ତିରୋଟ )

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନଅଣ୍ଟ; ନଅଣ୍ଟିଆ — ୧. Insufficient.
୨. ମହର୍ଗ —୨. Dear (in price).
୩. ଅଭାବଯୁକ୍ତ (ଅବସ୍ଥା, ସମୟ, ବ୍ୟକ୍ତି) —୩. Needy.