କହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କହିବା
ଉଚ୍ଚାରଣ: Kahibā
কহা,/?/ कहना

କୁହାଇବା—ଣିଜନ୍ତ

ଦେ. କ୍ରି. (ସଂ. କଥ ଧାତୁ; ପ୍ରା. କହ ଧାତୁ) —

୧: ଉପଦେଶ ଦେବା —୧. To advise.

୨: ବାକ୍ୟଦ୍ବାରା ଜଣାଇବା — ୨. To inform verbally.

୩: ବାକ୍ୟ ଉଚ୍ଚାରଣ କରିବା — ୩. To speak; to tell; to utter words; to say.

୪: ପ୍ରକାଶ କରିବା —୪. To publish; to express.

୫: ବର୍ଣ୍ଣନା କରିବା —୫. To relate; to describe.

୬: ପରାମର୍ଶ ଲୋଡ଼ିବା; ପରାମର୍ଶ କରିବା — ୬. To consult.

ଖଣ୍ଟକରେ ଧନ ଦେଇ ପତେ ନ କହିଲୁ ରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଖ ଗୀତ

୭: କବିତା ରଚନା କରିବା —୭. To compose (poem)

୮: ମୌଖିକ ଆଜ୍ଞା କରିବା — ୮. To order verbally.

୯: ମୁଁହରେ ଫେରାଦ ହେବା — ୯. To complain verbally.

କହିବି ତା ଆଗେ ଶୁଣିବେ କେ? ଘଇତା ଅବୁଝା ମାରିବ ଯେ—ଢଗ