ସଂକ୍ଷେପ
ଦେଖଣା
ସାଙ୍କତିକ ଅକ୍ଷର ସାହାଯ୍ୟରେ ସଂକ୍ଷେପଣ।
ଅଗରେଜିରେ: Abbreviationସଂକ୍ଷେପ
ଉଚ୍ଚାରଣ
[ସମ୍ପାଦନା][ସଙ୍କ୍ଷେପ—ଅନ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ସମ୍+କ୍ଷିପ୍ ଧାତୁ=ଫୋପାଡ଼ିବା+ଭାବ. ଅ)
[ସମ୍ପାଦନା]- ୧. ସଂକୋଚ —୧. Contraction.
- ୨. ଅଳ୍ପୀକରଣ —୨. Abridgement; condensing.
- ୩. ସଂକ୍ଷିପ୍ତ ବର୍ଣ୍ଣନ —୩. Condensed description.
- ୪. ଚୁମ୍ୱକ —୪. abstract; compendium.
ଦେଶଜ - ବିଶେଷଣ -
[ସମ୍ପାଦନା]ସଂକ୍ଷିପ୍ତ — Concise.