କାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍
ଉଚ୍ଚାରଣ: Kār
কাষ कार

ବୈଦେ. ବି.—୧: (ଫା.; ତୁଳ ସଂ. କାର୍ଯ୍ୟ ଓ କାର) —

୧: କର୍ମ; କାର୍ଯ୍ୟ —୧. Work; act.

୨: ବ୍ୟବସାୟ; ବୃତ୍ତି —୨. profession.

୩: କର୍ତ୍ତବ୍ୟ କାର୍ଯ୍ୟ —୩. Duty.

୪: (ଇଂ.କର୍ଡ଼)—ଘଡ଼ି ବାନ୍ଧିବା ସୂତା ବା ଫିତା — ୪. Card for hanging a watch.

୫: (ଇଂ.କାର୍)— ମଟରଗାଡ଼ି —୫. Motor car.

ପ୍ରାଦେ. (ସମ୍ବଲପୁର) (ତୁଳ. ବଂ. କାର୍) ସର୍ବନାମ —

କାହାର — Whose; of which person.