କାର୍
ଦେଖଣା
କାର୍ —
ଉଚ୍ଚାରଣ: Kār
কাষ
कार
ବୈଦେ. ବି.—୧: (ଫା.; ତୁଳ ସଂ. କାର୍ଯ୍ୟ ଓ କାର) —
୧: କର୍ମ; କାର୍ଯ୍ୟ —୧. Work; act.
୨: ବ୍ୟବସାୟ; ବୃତ୍ତି —୨. profession.
୩: କର୍ତ୍ତବ୍ୟ କାର୍ଯ୍ୟ —୩. Duty.
୪: (ଇଂ.କର୍ଡ଼)—ଘଡ଼ି ବାନ୍ଧିବା ସୂତା ବା ଫିତା — ୪. Card for hanging a watch.
୫: (ଇଂ.କାର୍)— ମଟରଗାଡ଼ି —୫. Motor car.
ପ୍ରାଦେ. (ସମ୍ବଲପୁର) (ତୁଳ. ବଂ. କାର୍) ସର୍ବନାମ —
କାହାର — Whose; of which person.