ସଂଶୟ

ଉଇକିଅଭିଧାନ‌ରୁ

ସଂଶୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ)[ସମ୍ପାଦନା]

୧. ସନ୍ଦେହ; ସନ୍ଦେହାତ୍ମକ ଜ୍ଞାନ —୧. Doubt; hesitation; suspicion.
୨. ବିଷମ ସମସ୍ୟା; ହଁ କି ନାଁ, ଏହିପରି ଦୋଘାଇ; ଧୋକା —୨. Dilemma.
୩. ଦୋଦୋ ପାଞ୍ଚ; ଦ୍ୱୈଧୀ— ଭାବ —୩. Feeling of uncertainty; scepticism; irresolution.
୪. ବିପଦ —୪. Danger; risk. (Apte).
୫. ସମ୍ଭବତା —୫. Possibility. (Apte).
୬. (ନ୍ୟାୟଦର୍ଶନ) ଏକଧାର୍ମିକ ବିରୁଦ୍ଧ ଭାବାଭାବ ପ୍ରକାରକ ଜ୍ଞାନ; ସଂଶୟ —୬. (Nyaya philosophy) Indecision.