କାଷ୍ଟା
ଦେଖଣା
କାଷ୍ଟା —
ଉଚ୍ଚାରଣ: Kāshṭā
ଗ୍ରା. ବି. (ସଂ. କାଷ୍ଟା) —
୧: ପରାକାଷ୍ଠା — ୧. Acme; maximum.
୨: ନିଷ୍ଠାପରତା — ୨. Steadiness; perseverance.
୩: (ସଂ. କଷ୍ଟ) ଅତିରିକ୍ତ ନିୟମାନୁବର୍ତ୍ତିତା — ୩. Overstrictness; discipline.
ଗ୍ରା. ବିଣ —
୧: ନିଷ୍ଠାଯୁକ୍ତ — ୧. Steady; persevering.
୨: (ସଂ. କାଷ୍ଠ) ଜଳହୀନ; ନିର୍ଜଳ — ୨. Waterless.
୩: କଷ୍ଟମୟ —୨. Full of hardship; hard.