କ୍ଷୀର
ଦେଖଣା
କ୍ଷୀର —
ଉଚ୍ଚାରଣ: Kshīra
ক্ষীর
खोर
ସଂ. ବି. (ଘସ୍=ଭୋଜନ କରିବା+କର୍ମ. ଇର. ନିପାତନ; କିମ୍ବା କ୍ଷି ଧାତୁ=କ୍ଷୟ ପାଇବା+କର୍ତ୍ତୃ. ଇର) —
୧: ଦୁଗ୍ଧ; ଦୁଧ —୧. Milk.
୨: ଜଳ —୨. Water.
୩: ନିର୍ୟ୍ୟାସ; ଗଛର ରସ; ବୃକ୍ଷାଦିର ଦୁଗ୍ଧବତ ନିର୍ୟ୍ୟାସ — ୩. Juice; gum from trees.
୪: ସରଳ ବୃକ୍ଷର ନିର୍ୟ୍ୟାସ; ଝୁଣା — ୪. Resin.
ଦେ. ବି —
ଆଉଟା ହୋଇ ଗାଢ଼ କରାଯାଇଥିବା ଦୁଧ; ରାବିଡ଼ି — Condensed and sweetened milk.