ଜଘନ

ଉଇକିଅଭିଧାନ‌ରୁ

ସର୍ବନାମ,ବିଶେଷ୍ୟ [୧][୨][ସମ୍ପାଦନା]

  • ହନ୍ ଧାତୁ ଯଙ୍‌ଲୁଗନ୍ତ + କର୍ତ୍ତୁ. ଅନ
    • ନିତମ୍ବ; ଫଡ଼ିଆ;ଆଣ୍ଠୁ ଉପରୁ କଟି ପର୍ଯ୍ୟନ୍ତ ଗୋଡ଼ର ପଛ ଭାଗ
    • ପିଚା
    • କଟିର ତଳ ଦେହର ସାମନା ଅଂଶ; ତଳିପେଟ
    • ସ୍ତ୍ରୀ କଟି
    • ସେନାର ପଛପାଖ

ଆଧାର[ସମ୍ପାଦନା]

  1. ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଟା- ୫୫୩
  2. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା-୨୮୬୪". dsal.uchicago.edu. URL accessed on 4 March 2013.

ଜଘନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ହନ୍ ଧାତୁ ଯଙ୍ ଲୁଗନ୍ତ+କର୍ତ୍ତୃ. ଅନ)[ସମ୍ପାଦନା]

୧. ନିତମ୍ୱ; ଫଡ଼ିଆ; ଆଣ୍ଠୁ ଉପରୁ କଟି ପର୍ଯ୍ୟନ୍ତ ଗୋଡ଼ର ପଛ ଭାଗ —୧. The binder part; buttocks; hip and loins.
୨. ସ୍ତ୍ରୀକଟି; ପିଚା — ୨. Pudenda; mous Veneris (M.W.).
୩. ସେନାର ପଶ୍ଚା ଦଦ୍ଭାଗ — ୩. Rear guard; the reserve of an army.
୪. କଟିର ତଳ ଦେହର ସାମନା ଅଂଶ; ତଳିପେଟ (ହିନ୍ଦୀ - ଶବ୍ଦ— ସାଗର) —୪. Abdomen.