କୁତ୍ରିମ
ଦେଖଣା
କୁତ୍ରିମ —
ଉଚ୍ଚାରଣ: Kutrima
ଦେ. ବିଣ. (ସଂ. କୃତ୍ରିମ) —
୧: କୃତ୍ରିମ (ଦେଖ) ୧. Kṛutrima (See)
୨: (କଚିରିଆ) ଜାଲ୍ (ଦସ୍ତାବିଜ୍) — ୨. Forged (document).
୩: (କଚିରିଆ) ଗଢା ବା ମିଥ୍ୟା (ମକଦ୍ଦମା) — ୩. Got up (case); fabricated.
୪: (କଚିରିଆ) ପ୍ରତାରକ (ବ୍ୟକ୍ତି) — ୪. Fraudulent (person); artful.
୫: (କଚିରିଆ) ଷଡ଼ୟନ୍ତ୍ରକାରୀ (ବ୍ୟକ୍ତି) — ୫. Conspiring (person).
ଦେ. ବି. (କଚିରିଆ) —
୧: ପ୍ରତାରଣା; ଛଳ — ୧. Fraud; artfulness.
୨: ଷଡ଼ୟନ୍ତ୍ର —୨. Conspiracy.
୩: ଜାଲିୟତି —୩. Forgery.