ଦୁଇ

ଉଇକିଅଭିଧାନ‌ରୁ

ଦୁଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି, ଦ୍ୱୟ, ଦ୍ୱୌ; ପ୍ରା. ଦୁଅ; ତୁଳ. ଲା. ଦୁଓ; ଇ. ଟୁ; ଜର୍ମାନୀ. ଡୀଓ)[ସମ୍ପାଦନା]

ଏକ ସଂଖ୍ୟାରେ ଏକ ସଂଖ୍ୟା ମିଶିଲେ ଯେଉଁ ସଂଖ୍ୟା ହୁଏ; ଦୁଇସଂଖ୍ୟା —The number two.

ବିଶେଷଣ -[ସମ୍ପାଦନା]

୧. ଦ୍ୱି ସଂଖ୍ୟକ —୧. Numbering two.
୨. ଦ୍ୱିତୀୟ —୨. Second.
୩. କେତେକ ଅଳ୍ପ ସଂଖ୍ୟକ —୨. A few; a little.

(ଯଥା—ତାଙ୍କ ସଙ୍ଗେ ମୁଁ ଦୁଇପଦ ଦୁଖସୁଖ ହେଲି )

ଦେଶଜ - ଅ[ସମ୍ପାଦନା]

(ପୁରୁଣା କାଳିଆ ଚାହାଳୀରେ ପ୍ରଚଳିତ ଶବ୍ଦ)— ବହିର୍ଦେଶ ଯିବାପାଇଁ ଛାତ୍ରର ଗୁରୁଙ୍କୁ ଅନୁମତି ପ୍ରାର୍ଥନା — A term used by a student of an old- fashioned village-school in Orissa while asking permission of the teacher to go out to ease himself.

[ଦ୍ରଷ୍ଟବ୍ୟ —ପ୍ରସ୍ରାବ କରିବାକୁ ଯିବାପାଇଁ ଅନୁମତି ମାଗିଲା ବେଳେ ଛାତ୍ର 'ଏକ' ଶବ୍ଦ ଉଚ୍ଚାରଣ କରେ ]