ବୟସ

ଉଇକିଅଭିଧାନ‌ରୁ

ବିଶେଷ୍ୟ[ସମ୍ପାଦନା]

  1. ଜନ୍ମାଦି କାଳ ପରିମାଣ; ପ୍ରାଣୀର ଅତୀତ ଜୀବନ କାଳ
  2. ଯୁବା ବୟସ, ଯୌବନ

ବୟସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୟଃ)[ସମ୍ପାଦନା]

୧. ଜନ୍ମାଦି କାଳ ପରିମାଣ; ପ୍ରାଣୀର ଅତୀତ ଜୀବନ କାଳ —୧. Time of life; age.
୨. ଯୁବା ବୟସ; ଯୌବନ —୨. Youth.

ଆଉ ବୟସ ମୋର କାହିଁ ପାରବ ପୁତ୍ର ଉପୁଯାଇ ଜଗନ୍ନାଥ. ଭାଗବତ