ବେଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

  • ଋକ୍, ସାମ୍, ଯଜୁଃ , ଅଥର୍ବ ଭେଦରେ ଚାରିଟି ବେଦ।
  • ଏକ ଅପୌରୁଷେୟ ଗ୍ରନ୍ଥ । ଏହାର ଅନ୍ୟନାମ ଶ୍ରୁତିବେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ=ଜାଣିବା+କର୍ମ. ଅ; ଯାହାର ଆଲୋଚନାଦ୍ୱାରା ବିଶେଷ ଜ୍ଞାନ ବା ଧର୍ମାଧର୍ମ ଜ୍ଞାନ ଜନ୍ମେ)[ସମ୍ପାଦନା]

୧. ବ୍ରହ୍ମାଙ୍କ ମୁଖନିଃସୃତ ହିନ୍ଦୁମାନଙ୍କ ଧର୍ମଶାସ୍ତ୍ର; ଶ୍ରୁତି — ୧. The Vedas; the scriptures of the Hindus.

[ଦ୍ରଷ୍ଟବ୍ୟ —ଏହା ସଂଖ୍ୟାରେ ୪; ଯଥା—ଋକ୍, ଯଜୁଃ, ସାମ ଓ ଅଥର୍ବ ଏମାନଙ୍କ ମଧ୍ୟରୁ ପ୍ରଥମ ୩ ଗୋଟି ପ୍ରାଚୀନ ଓ ଅଥର୍ବ ପରବର୍ତ୍ତୀ ସମୟର ବୋଲି ଅନୁମାନ କରାଯାଏ ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ହୋଇ ଋଷି ପରମ୍ପରା— କ୍ରମେ ସୃଷ୍ଟି ଆଦ୍ୟରୁ ଚଳି ଆସୁଅଛି ବୋଲି ହିନ୍ଦୁମାନଙ୍କର ବିଶ୍ୱାସ

ହିନ୍ଦୁମାନଙ୍କର ବେଦ ପରି ଭିନ୍ନ ଭିନ୍ନ ଧର୍ମାବଲମ୍ୱୀ— ମାନଙ୍କର ଧର୍ମସାସ୍ତ୍ର ଅଛି—ମୁସଲମାନ=କୋରାଣ, ଖ୍ରୀଷ୍ଟାନ =ବାଇବେଲ, ବୌଦ୍ଧ=ତ୍ରିପିଟକ, ପାରସୀ=ଜେନା= ଭେସ୍ତା]

୨. ଲୌକିକ ଓ ପାରମାଥକ କର୍ତ୍ତବ୍ୟାକର୍ତ୍ତବ୍ୟ କର୍ମର ଶାସନରୂପ ଶାସ୍ତ୍ର, ହିନ୍ଦୁର ଆସ୍ତିକମୂଳକ ସର୍ବପ୍ରଧାନ ପ୍ରାମାଣିକ ଧର୍ମଶାସ୍ତ୍ର —୨. The primary code of Hindu Law.
୩. ଶାସ୍ତ୍ରଜ୍ଞାନ —୩. Knowledge of the sacred books.
୪. ଜ୍ଞାନ —୪. Knowledge.
୫. ୪ ସଂଖ୍ୟା —୫. The number
୬. ଛନ୍ଦ — ୬. Poetical metre.
୭. ଟିପ୍ପଣୀ —୭. Commentary.
୮. ଆଖ୍ୟା —୮. Title; term.
୯. ଯଜ୍ଞାଙ୍ଗ —୯. A part of Vedic offering.
୧. ବିଷ୍ଣୁ —୧୦. Bishṇu.
୧୧. ଶାସ୍ତ୍ରୋକ୍ତ ଚରିତ୍ର —
୧୧. History narrated in the scriptures.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ କଡ଼ା କଉଡ଼ିରୁ ୪ ଭାଗରୁ ଏକଭାଗ — One-fourth of one cowrie money.