ଶବ୍ଦାର୍ଥ:
କୋକବଲିଆ — ଉଚ୍ଚାରଣ: Kokabaliā
ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି—କୋଗୀ= ବଳିଆ କୁକୁର) —
ବଳିଆ କୁକୁର — Wild dog.