କଂସାରିଘର ପାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂସାରିଘର ପାରା
ଉଚ୍ଚାରଣ: Kaṁsārighara pārā

ଦେ. ବି. (ଲକ୍ଷଣାର୍ଥ) —

(କଂସାରି ଘରେ ପାଳିତ ପାରାମାନେ ଦିନରାତି କଂସାବାସନ ଉପରେ ହେଉଥିବା ପ୍ରହାର ଶୁଣିବାରେ ଅଭ୍ୟସ୍ତ ଥିବାରୁ)— ଯେଉଁ ଲୋକ ଅନୁଭବ ଦ୍ବାରା ଅନେକ ତୋଡ଼ ସମ୍ଭାଳି ଆଛି; ନିର୍ଭୀକ ଲୋକ — A person habituated to brave many difficulties.