Jump to content

ଖିଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଜିବା
ଉଚ୍ଚାରଣ: Khijibā

ପ୍ରାଦେ (ସମ୍ବଲପୁର) କ୍ରି (ତୁଳ. ହି. ଖିଜୀନା; ସଂ. ଖିଦ ଧାତୁରୁ ଖିଦ୍ୟତେ=ପ୍ରା. ଖିଜ୍ଜଇ) —

ବିରକ୍ତହେବା — To be annoyed.