ଗଜରାଇବା

ଉଇକିଅଭିଧାନ‌ରୁ

ଗଜରାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଗଜୁରିବା କ୍ରିୟାର ଣିଜନ୍ତି ପୂପ — ୧. The causative form of 'Gajuribā'.
୨. ବୁଣିବା ପାଇଁ ଧାନ ଆଦିକୁ ଦିନକ ଆଗରୁ ବତୁରାଇବା — ୨. To moisten paddy and other seeds on the day previous to sowing.
୩. ମଞ୍ଜି ବା ଶସ୍ୟ (ବୁଟ, ମୃଗ) ଆଦିକୁ ପାଣିରେ ବତୁରାଇ ଅଙ୍କୁରିତ କରାଇବା —୩. To cause grains to sprout by moistening them overnight.