ଗଡ଼ୁ

ଉଇକିଅଭିଧାନ‌ରୁ

ଗଡ଼ୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗଡ଼ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଉନ୍; ୧ମା. ୧ବ)[ସମ୍ପାଦନା]

୧. ପିଠିର କୁଜ — ୧. Hump or protuberance on the back.
୨. ପିଠିର ଯେଉଁ ଅଂଶ ଉପରକୁ ବାହାରି ପଡ଼େ — ୨. Humped back.
୩. ଅନ୍ତର୍ଗଡ଼ୁ; ବେଦର୍କାରୀ ବସ୍ତୁ — ୩. An useless thing.
୪. ଅର୍ବୁଦ; ଶରୀରର ଆବୁ —୪. Tumour.
୫. ଗଳଗଣ୍ଡ —୫. Goitre.
୬. ଗ୍ରନ୍ଥି; ଗଣ୍ଠି —୬. A knot.
୭. କୁଜା ବ୍ୟକ୍ତି —୭. Hump-backed person.
୮. କେଞ୍ଚୁଆ; ଜିଆ —୮. Earth-worm.
୯. ବର୍ଛା —୯. A javelin.
୧. ଶଲ୍ୟାସ୍ତ୍ର — ୧୦. A kind of weapon; a dart.

୧୧: ଜଳପାତ୍ର —୧୧. water-pot.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

କୁଳ୍ପ; କୁଜା —Hump-backed; crooked.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ଼ୁ; ଗଡ୍ଡୁକ; ଗଳନ୍ତିକା)[ସମ୍ପାଦନା]

ପାଣି ଗଡ଼ିବା ପାଇଁ ନଳ ଲାଗିଥିବା ଜଳପାତ୍ରବିଶେଷ; ଝରି — A spouted water-jug.

ଏ ବାହାରେ ସୁବର୍ଣ୍ଣ ଗଡ଼ୁପାତ୍ରମାନ କୃଷ୍ଣସିଂହ. ମହାଭାରତ. ସଭା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଲୋଟା; ଢାଲ; ଧାତୁର ଘଟି — A small metal water-jug.