ଗଡ଼ୁପାତ୍ରି
ଦେଖଣା
ଗଡ଼ୁପାତ୍ରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଡ଼ୁପାତ୍ରି
|
ଦେଶଜ - ବିଶେଷ୍ୟ - (ଦ୍ୱନ୍ଦ)
[ସମ୍ପାଦନା]ବ୍ରାହ୍ମଣମାନଙ୍କ ପୂଜାର ୨ଟି ପ୍ରଧାନ ବାସନ (ଉପକରଣ); ବେଶି ପାଣି ରଖିବାରେ ଝରି ଓ ଝରିରୁ ପାଣି ଢାଳି ସଂକଳ୍ପ ଆଦି କରିବା ନିମନ୍ତେ ଆବଶ୍ୟକ ପାତ୍ରୀ — A large spouted water-jgu and a small boat-shaped pot necessary for the performance of ceremonial rites by a Brāhmaṇa.