ଗଦଡ଼ା
ଗଦଡ଼ା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ତୁଳ. ହିନ୍ଦୀ - ଗୁଦଡ଼=କନ୍ଥା; ଫରାସୀ - ଗର୍ଦ=ଧୁଳି; ପାଉଁଶ)[ସମ୍ପାଦନା]
- ୧. ମୋଟା (ବସ୍ତ୍ର) — ୧. Coarse (cloth).
- ୨. ମଇଳା; ମଳିନ —୨. Dirty.
ବିଶେଷ୍ୟ -[ସମ୍ପାଦନା]
- ୧. ଝୋଟ; ଛଣପଟ ଇତ୍ୟାଦିର ଜଟିଳ ଅଂଶ ବା ଆବର୍ଜନା ବା ଅଳିଆ; ଗରଦ — ୧. Refuse matter from carded jute or hemp; worsted.
- ୨. ଛିଣ୍ଡା ଲୁଗା ଓ କନ୍ଥାକୁ ଅନେକ ପରସ୍ତ କରି ସିଲାଇ କରିବାଦ୍ୱାରା ପ୍ରସ୍ତୁତି ମୋଟ ବସ୍ତ୍ର; ଗୋଦଡ଼ି — ୨. A thick covering or sheet made of several layers of rages patched up and sewn togerther.