ଗମ୍ଭିରି
ଦେଖଣା
ଗମ୍ଭିରି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଭୀର ବା ଗର୍ଭାଗାର)
[ସମ୍ପାଦନା]- ୧. ଗୁପ୍ତ ଓ ଅନ୍ଧକାରମୟ ଗୃହ ବା ଦେବାଳୟ — ୧. A dark window less house or temple.
- ୨. ଅନ୍ଧକାରମୟ କୋଟର ବା ଗୁମ୍ଫା ବା ଗର୍ତ୍ତ — ୨. A dark cave or pit.
- ୩. ଜଳାକବାଟି ନ ଥିବା ଘର —୩. Dungeon.
ଶିକାରେ ଅଛି ମୋର ସର ଗମ୍ଭିରି ବଡ଼ଇ ଅନ୍ଧାର—ଜଗନ୍ନାଥ. ଭାଗବତ
- ୪. ଦେଉଳରେ ଶିବଲିଙ୍ଗ ବା ଦେବବିଗ୍ରହ ଥିବା ନିମ୍ନ ଓ ଅନ୍ଧାକାରମୟ ସ୍ଥାନ; ମନ୍ଦିରର ଅଭ୍ୟନ୍ତର —୪. A pit inside a temple where the idol is set.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଢବା ବା ଆଟୁ ଘର — Mud-roofed thatch-house.