ଗଳା
Appearance
ଗଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳ)
[ସମ୍ପାଦନା]- ୧. ଗଳଦେଶ; କଣ୍ଠ; ତଣ୍ଟି, ତୋଟି — ୧. Throat.
ଆଦରେ ଏହାକୁ କରନ୍ତି ମୁନିକ ଗଳାର ହାର ରାଧାନାଥ, ଉଷା
- ୨. କଣ୍ଠନାଳୀ —୨. Larynx.
- ୩. କଣ୍ଠସ୍ୱର; କଣ୍ଠଧ୍ୱନି —୩. One's voice.
- ୪. (ସଂସ୍କୃତ - ଗଳ ଧାତୁ) ଗଳିବା — ୪. Piercing; thrusting.
- ୫. ଭାତ ବା ତରକାରୀରୁ ପେଜ ବା ପାଣି ଗାଳିବା — ୫. Sifting of water from boiled rice or curry.
ଦେଶଜ - ବିଶେଷଣ - (ସଂସ୍କୃତ - ଗଳ ଧାତୁ)
[ସମ୍ପାଦନା]- ୧. ଗଳିତ; ତରଳିତ; ଦ୍ରବୀଭୁତ — ୧. Melted; fused.
- ୨. ଯହିଁରୁ (ଅନ୍ନ ବ୍ୟଞ୍ଜନାଦିରୁ) ପେଜ ବା ପାଣି ଗଳା ବା ନିଗଡ଼ା ହୋଇ ଥାଏ —୨. From which redundant water has been oozed out.