Jump to content

ଗାଧେଇବା

ଉଇକିଅଭିଧାନ‌ରୁ

ଗାଧେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ସଂସ୍କୃତ - ଗାତ୍ରଧାବନ; ସଂସ୍କୃତ - ଗାହ୍ ଧାତୁ)

[ସମ୍ପାଦନା]
୧. ସ୍ନାନ କରିବା — ୧. To take a bath.
୨. (ଶିଶୁ ଆଦିଙ୍କୁ) ସ୍ନାନ କରାଇବ — ୨. To give a bath to a person or child.
୩. (ଲକ୍ଷଣାର୍ଥ) ଗାଧୋଇବା ପରି ଦେହ ତମାମ (ଝାଳରେ) ଜର୍ଜରିତ ହେବା — ୩. To be profusely besmeared (with sweat) throughout the body; to perspire profusely.

(ଯଥା—ମିହନ୍ତ କରି ମୁଁ ଝାଳରେ ଗାଧୋଇ ସାରିଲିଣି)