ଗୁନ୍ଥିବା
ଦେଖଣା
ଗୁନ୍ଥିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗ୍ରନ୍ଥ ଧାତୁ; ସଂସ୍କୃତ - ଗୁତ୍ସ ଧାତୁ; ପ୍ରା. ଗୁତ୍ଥ ଧାତୁ)
[ସମ୍ପାଦନା]- ୧. ମାଳାରୁପେ ଏକତ୍ର କରିବା; ଗ୍ରନ୍ଥନ କରିବା — ୧. To string together.
ପୁଷ୍ପ ତୋଳି ହାର ଗୁନ୍ଥୁଥିଲା ବସି ଯଯାତି ଦେବୀ ଛାମୁରେ ରଧାନାଥ. ଯଯାତି
- ୨. ଫୋଡ଼ିବା —୨. To pierce a thing through with a thread or needle.