Jump to content

ମଇମନ୍

ଉଇକିଅଭିଧାନ‌ରୁ

ମଇମନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ମାମ୍ମନ୍=ଧନଦେବ?)

[ସମ୍ପାଦନା]

ପଶ୍ଚିମ ଭାରତୀୟ କଛ୍ ଦେଶୀୟ ବ୍ୟବସାୟୀ ମୁସଲ୍ମାନ —The Cutchee Memmons.

[ଦ୍ରଷ୍ଟବ୍ୟ —ଏମାନଙ୍କ ପୂର୍ବପୁରୁଷ ପ୍ରଥମେ ହିନ୍ଦୁ ଥିଲେ ଓ ପରେସୁଲମାନ ଧର୍ମ ଗ୍ରହଣ କଲେ ଏମାନଙ୍କର ହିନ୍ଦୁ ରୀତି ଅନୁସାରେ ଦାୟବିଭାଗ କରାଯାଏ]