ଗୋଡ଼ାଇବା
Appearance
ଗୋଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗୋଡ଼ାଇବା
|
ଦେଶଜ - କ୍ରି. (ଓ. ଗୋଡ଼ ଶଦ୍ଦରୁ ନାମ ଧାତୁ)
[ସମ୍ପାଦନା]- ୧. ପଛରେ ଧାଇଁବା —୧. To run after; to pursue; to chase.
- ୨. ଅନୁସରଣ କରିବା; ପଦାନୁସରଣ କରିବା — ୨. To follow the foot-steps of another.
ନକୁଳ ମନେ କଲେ ମୋ ସୁନ୍ଦର ପଣେ, ନାରାଏ ଗୋଡ଼ାଇ ଯିବା ମୋ ଗହଣେ କୃଷ୍ଣସିଂହ. ମହାଭାରତ. ସଭା
- ୩. ପାଦରେ ଠେଲି ଦେବା — ୩. The push by the legs.