Jump to content

ଜଗଦାଧାର

ଉଇକିଅଭିଧାନ‌ରୁ

ଜଗଦାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଆଧାର=ଆଶ୍ରୟ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ପରମେଶ୍ୱର —୧. God.
୨. କାଳ —୨. Time (personified).
୩. ବାୟୁ —୩. Air.