ଗୋରୁଜଗା
ଦେଖଣା
ଗୋରୁଜଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଯେ ଗୋରୁଙ୍କୁ ଚରାଏ ବା ଗୋରୁ ଚରିବା ସମୟରେ ଗୋରୁଙ୍କୁ ଜଗେ —(a person) Tending cattle; looking after the cattle while grazing.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋରୁରଖୁଆଳ —୧. Cowherb.
- ୨. ଚରୁଥିବା ଗୋରୁଙ୍କୁ ଜଗିବା କର୍ମ — ୨. Looking after grazing cattle.