ବ୍ରଣ

ଉଇକିଅଭିଧାନ‌ରୁ

ବ୍ରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ରଣ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. କ୍ଷତ; ଘାଆ —୧. Wound; sore.
୨. ବିଦ୍ରଧି; ବଥ —୨. Boil;tumour.
୩. ବାଗୀ —୩. Bubo.

[ଦ୍ରଷ୍ଟବ୍ୟ —ସ୍ଥାନ ଓ ପ୍ରକାର ଭେଦରେ ବ୍ରଣମାନଙ୍କର ଭିନନ ଭିନ୍ନ ନାମ ଅଛି, ଯଥା—ନାଡ଼ୀବ୍ରଣ, ପୃଷ୍ଠବ୍ରଣ, ମୁଖବ୍ରଣ, ଘୃଷ୍ଟ ବ୍ରଣ, କ୍ଷତବ୍ରଣ ଓ ସଦ୍ୟୋବ୍ରଣ ଇତ୍ୟାଦି]