ତ୍ରିପୁରା

ଉଇକିଅଭିଧାନ‌ରୁ

ତ୍ରିପୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ତିନ୍ତ୍ରୋକ୍ତ ଦେବୀବିଶେଷ — ୧. Name of a Goddess.

ତିନି ପୁରେଣ ଏକ ଦେହୀ, ତେଣୁ ତ୍ରିପୁରା ନାମ ହୋଇ ଯଶୋବନ୍ତ. ପ୍ରେମଭକ୍ତି ଗୀତ

୨. ଦୁର୍ଗା —୨. Durgā.
୩. ଆସାମର କାମାଖ୍ୟା ଦେବୀଙ୍କର ଏକ ମୂର୍ତ୍ତି — ୩. An image of the Goddess Kāmākhyā in Assam.
୪. ପ୍ରାଚୀନ ଚେଦୀ ରାଜ୍ୟ; ଆଧୁନିକ ତ୍ରିପୁରା ଦେଶ; ଟିପାରା — ୪. Tipperah (state, district and town in Bengal).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତିନିପରସ୍ତ ପାଖୁଡ଼ା ଥିବା (କଳା ଓ ଧଳା) ଧୁତୁରା ଫୁଲ —The treble petalled Dhatura flower.