ଡେଣା

ଉଇକିଅଭିଧାନ‌ରୁ

ଡେଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୀ ଧାତୁ; ଡୀନ; ଡୟନ)[ସମ୍ପାଦନା]

୧. ପକ୍ଷୀମାନେ ଯେଉଁ ପକ୍ଷ ସାହାଯ୍ୟରେ ଉଡ଼ନ୍ତି — ୧. Wings; pinion (of bird).

ଏବେ ଡେଣା ଶୁଖାଉ ଅଛି ଦେଖ ଭାଇ କୃଷ୍ଣସିଂହ. ମହାଭାରତ ବନ

୨. ମାଛମାନେ ଯେଉଁ ପକ୍ଷ ସାହାଯ୍ୟରେ ପହଁରନ୍ତି — ୨. Fins (of fishes).

ଅନୁବାଦ[ସମ୍ପାଦନା]

୩. ମନୁଷ୍ୟର ବାହୁ; ବାହା; ହାତର ମୂଳଭାଗ — ୩. Arm (of a man).

ଚାଲିଲା ବେଳେ ଦୋହଲାଇ ଦୁଇ ଡେଣା ହୋଇଥାଏ ଧନମଦେ ବୁଦ୍ଧିବଣା କୃଷ୍ଣସିଂହ. ମହାଭାରତ. ଶାନ୍ତି

୪. (ଲକ୍ଷଣାର୍ଥ) ମନୁଷ୍ୟର ପ୍ରଧାନ ସହାୟ — ୪. (figurative) The chief source of a man's strength; chief help; the 'right hand' of a person.