ବିଧା

ଉଇକିଅଭିଧାନ‌ରୁ

ବିଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି + ଧା ଧାତୁ + କର୍ତ୍ତୃ. ଅ + ସ୍ତ୍ରୀ. ଆ)[ସମ୍ପାଦନା]

୧. ବିଧ (ଦେଖ) - —୧. Bidha (See)
୨. ଭଡ଼ା — ୨. Hire (Apte).
୩. ମୂଲ —୩. Wages (Apte).
୪. କର୍ମ; କାର୍ଯ୍ୟ —୪. Act; action (Apte).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଦ୍ଧ ମୃଷ୍ଟ୍ୟାଘାତ)[ସମ୍ପାଦନା]

ମୃଷ୍ଟ୍ୟା— ଘାତ; ମୃଷ୍ଟି ପ୍ରହାର; ହାତକୁ ମୁଠା କରି ମୁଷ୍ଟିବଦ୍ଧ କର— ତଳର କନିଷ୍ଠାଙ୍ଗୁଳି ପାର୍ଶ୍ୱଦ୍ୱାରା କୌଣସି ବ୍ୟକ୍ତିକୁ କରାଯିବା ଆଘାତ —Fisticuff; a blow with the first.

[ଉଦାହରଣ — ପାଖକୁ ବଜାଅନ୍ତେ ଦେଖାଇଣ ବିଧା ହେଲା ତାର ପ୍ରାଣପବନଯାକ ରୁଦ୍ଧା — କୃଷ୍ଣସିଂହ. ମହାଭାରତ. ବନ]

[ଦ୍ରଷ୍ଟବ୍ୟ —କରତଳକୁ ମୁଠା କରି କନିଷ୍ଠାଙ୍ଗୁଳି ଆଡ଼ର ପାଖଦ୍ୱାରା କରାଯିବା ଆଘାତକୁ ବିଧା ଓ ବୃଦ୍ଧାଙ୍ଗୁଳି ଆଡ଼ର ପାଖଦ୍ୱାରା ଆଘାତକୁ ମୁଥ ବା ମୁଖୀ ବୋଲାଯାଏ ମୁଥ ବିଶେଷ୍ୟ - ମୁଖୀ ଆକ୍ରାନ୍ତ ବ୍ୟକ୍ତିର ମୁଖରେ ବା ଗାଲରେ ବଜାଯାଏ ମୁଠା କରାଯାଇଥିବା ତରତଳଦ୍ୱାରା ଆଗକୁ ଭୁଷିବା ଆଘାତକୁ ଢୁସା ବା ଠଣା ବୋଲାଯାଏ]