ଲବଙ୍ଗ

ଉଇକିଅଭିଧାନ‌ରୁ

ଲବଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୂ ଧାତୁ=ଚ୍ଛେଦନ କରିବା+କର୍ମ ଅଙ୍ଗ)[ସମ୍ପାଦନା]

୧. ଜାର; ଉପପତି —୧. Paramour; a gallant of a woaman.
୨. ଦେବ କୁସୁମ —୨. A sort of heavenly flower.
୩. ଲବଙ୍ଗ ଗଛର ଶୁଷ୍କ ପୁଷ୍ପ ମୂକୁଳ —୩. Cloves.
୪. ଜମ୍ୱୁକାଦି ବର୍ଗର ତରୁ ବିଶେଷ —୪. Caryophyllus Aromaticus; Eugenia Crayop; Yllata.

[ଦ୍ରଷ୍ଟବ୍ୟ —ଏହା ମାଲକ୍କା ଦ୍ୱୀପପୁଞ୍ଜ ଓ ମାଳୟ ଦେଶଜାତ ବୃକ୍ଷ ଏହାର କଢ଼କୁ ଶୁଖାଇ ଲବଙ୍ଗରୂପରେ ଏ ଦେଶକୁ ପଠା— ଯାଏ ମସଲା ଓ ଔଷଧରୂପେ ଏହା ବ୍ୟବହୃତ ହୁଏ ମାଳୟଭାଷାରେ ଫୁଲର ନାମ ବୁଙ୍ଗା ଲବଙ୍ଗ ଫୁଲର ନାମ ବୁଙ୍ଗାଚିଙ୍ଗକେ ବୈଦ୍ୟ ଶାସ୍ତ୍ରମତରେ ଏହା କଟୁତିକ୍ତରସ, ଲଘୂ, ଚକ୍ଷୂରହିତକର, ଶୀତବୀର୍ଯ୍ୟ, ଅଗ୍ନିଦୀପକ, ପାଚକ ଓ ରୁଚିକର ଏହା କଫ, ପିତ୍ତ, ରକ୍ତଦୋଷ, ଗମନ, ଉଦରାଧ୍ନାନ, ଶୂଳ, କାସ, ଶ୍ୱାସ, କ୍ଷୟ, ହିଗ୍ମା ରୋଗର ବିନାଶକ ଏହାକୁ ବାଟିକରି ବଟିକା କରି ଖାଇଲେ ଗ୍ରହଣୀ ଓ ଉଦରାମୟ ଆରୋଗ୍ୟ ହୁଏ ଭାଙ୍ଗାଆଦି ଖାଇ ଖୁବ୍ ନିଶା ହେଲେ ଲବଙ୍ଗ ବାଟି ପିଇଲେ ନିଶାର ପ୍ରକୋପ କମିଯାଏ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତଳ କାନରେ ପିନ୍ଧାଯିବା ଲବଙ୍ଗ ଆକୃତିର ଆଳଙ୍କାର ବିଶେଷ —A sort of ornament shaped like the cloves for being worn on the bores in the lower part of the ears.