ହେଣ୍ଟିବା

ଉଇକିଅଭିଧାନ‌ରୁ

ହେଣ୍ଟିବା[ସମ୍ପାଦନା]

ହେଣ୍ଟିବା (plural [[#English|]])

  1. ଅନ୍ୟ କାହାର କଥାକୁ କାଟିବା ବା ବିରୋଧ କରିବା
  2. ଅନ୍ୟ ଜଣଙ୍କ କଥାକୁ ନ ମାନିବା

ଇଂରାଜୀ ଉଚ୍ଚାରଣ[ସମ୍ପାଦନା]

Hentibaa

ଇଂରାଜୀ ଶବ୍ଦ =[ସମ୍ପାଦନା]

Disobey, Defy, Oppose, Disregard

ପ୍ରତିଶବ୍ଦ[ସମ୍ପାଦନା]

  • କଥାକାଟିବା
  • ଅମାନିଆ
  • ବିରୋଧ