ଘୁଙ୍ଗୁର
ଘୁଙ୍ଗୁର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଂଘୁର)[ସମ୍ପାଦନା]
- ୧. ଛୋଟ ଘଣ୍ଟି — ୧. Small tinkling bells.
- ୨. ଘାଗୁଡ଼ି; ଝଣଝଣ ରବକାରୀ ଚରଣର ଅଳଙ୍କାର ବିଶେଷ; ନୂପୁର —୨. An ornament for the ankle (consisting of tinkling bells.)
- ୩. କଟିର ଝୁଣୁଝୁଣୁ ରବଯୁକ୍ତ ଅଳଙ୍କାରବିଶେଷ; କିଙ୍କିଣ — ୩. An waist-chain attached with tinkling bells.
[ଦ୍ରଷ୍ଟବ୍ୟ —ନର୍ତ୍ତକନର୍ତ୍ତକୀମାନେ ବଳାଗଣ୍ଠି ଉପରେ ଓ କଟିରେ ଘୁଙ୍ଗୁର ବାନ୍ଧି ନାଚନ୍ତି; ଧାତୁମୟ ଫମ୍ପା ଗୋଲକ ମଧ୍ୟରେ ଗୋଡ଼ି ବା ଲୁହାଗୁଳି ପୂରା ଯାଇଥାଏ ଓ ଶରୀର ପରିଚାଳିତ ହେଲେ ତାହା ଝୁଣୁଝୁଣୁ ଧ୍ୱନି କରେ]
- ୪. ପିଲାମାନଙ୍କର କ୍ରୀଡ଼ାନକବିଶେଷ (ବେଲର ଦୁଇ ପାଖ ଖାଳ ମଝିରେ କଣାକରି ସେ କଣାରେ ଖଣ୍ଡ଼ିଏ କାଠି ଗଳାନ୍ତି ଭୂଇଁରେ ଛାଡ଼ିଦେଲେ ଏହା ଘୁଁ ଘୁଁ ଶବ୍ଦ କରି ତଳେ ବୁଲୁଥାଏ) —୪. A kind of children's rattling top.