Jump to content

ଚଟ

ଉଇକିଅଭିଧାନ‌ରୁ

ଚଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଟା)

[ସମ୍ପାଦନା]
୧. ଥଳି; ବୋରା; ଅଖା — ୧. Gunny bag; sack cloth.
୨. ଚଟେଇ; ମସିଣା —୨. Mat.

ପ୍ରାଦେଶିକ - (ମେଦିନୀପୁର ଓ ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଝୋଟ —Jute.

ଦେଶଜ - ଅ

[ସମ୍ପାଦନା]

ଚଟ୍ (ଦେଖ) - Chaṭ (See)