Jump to content

ଥେଣ୍ଟା

ଉଇକିଅଭିଧାନ‌ରୁ

ଥେଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁଥ; ଗାଲରେ ମୁଷ୍ଟି ପ୍ରହାର — ୧. A box on the cheek, a fist blow on the ear or the side of the face.
୨. ଖୁଣ୍ଟା; ଖେଣ୍ଟା —୨. Protruding; stubble.

ଥେଣ୍ଟିଆ, ଥେଣ୍ଟୁ, ଥେଣ୍ଟୁଆଅନ୍ୟରୂପ

(ଥେଣ୍ଟୀ, ଥେଣ୍ଟେଈ. ଥେଣ୍ଟୋଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଥେଣ୍ଟାପଣ, ଥେଣ୍ଟାପଣବି

ବିଶେଷଣ -

[ସମ୍ପାଦନା]
୧. ଉତ୍ତରଦାୟକ (ଭୃତ୍ୟ), ଅମାନିଆ; ଠେଁସା; ମଗରା — ୧. Insubordinate; disobedient.
୨. ଯେ ଗୁରୁଜନଙ୍କ ଆଦେଶକୁ ଅବଜ୍ଞା କରେ; ଅବାଧ୍ୟ —୨. one who disregards the orders of one's superiors; recalcitrant.
୩. ଜିଦ୍ଦିବାଜ୍ —୩. Obstinate; self willed; stubborn (Beams).