ଢୋକେଇବା
ଦେଖଣା
ଢୋକେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଢୋକିବା କ୍ରିୟାର ଣିଜନ୍ତରୂପ — ୧. The causative from of Ḍhokibā
- ୨. ଢୋକିବାକୁ ବାଧ୍ୟ କରିବା —୨. To cause another to gulp or swallow.
- ୩. (ଢୁକିବାର ଣିଜନ୍ତ) ପ୍ରବେଶ କରାଇବା — ୩. To thrust; to cause to enter.
- ୪. ମୁମୂର୍ଷୁ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିବା — ୪. To pant feebly just before dying.