ବାଛିବା
ବାଛିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
[ବଛା(ଛେ)ଇବା—ଣିଜନ୍ତ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ନିର୍ବାଚନ)[ସମ୍ପାଦନା]
- ୧. ନିର୍ବାଚନ କରିବା — ୧. To select; to choose.
- ୨. ଭଲ ଓ ମନ୍ଦକୁ ପୃଥକ୍ କରିବା — ୨. To separate the good from the bad.
ଅନୁବାଦ[ସମ୍ପାଦନା]
ବାଛିବା
|
- ୩. ଧାନ କିଆରିରୁ ଘାସ ଆଦି ଓପାଡିବା —୩. To root out weeds from paddy fields.
ଅନୁବାଦ[ସମ୍ପାଦନା]
ବାଛିବା
|
- ୪. ଚାଉଳ ବା ଶସ୍ୟ ଆଦିରୁ ଅସାର ଅଂଶଯାକ କାଢ଼ିପକାଇବା —୪. To pick out bad from good things.
ଅନୁବାଦ[ସମ୍ପାଦନା]
- ୫. ମାଛ ଓ ଶାଗ ଆଦିରୁ ପାକର ଅଯୋଗ୍ୟ ବା ଅଖାଦ୍ୟ ଅଂଶମାନ ବାହାର କରିଦେବା —୫. To prepare pot herb or fish for cooking after clearing them of refuse matters.
ଅନୁବାଦ[ସମ୍ପାଦନା]
ବାଛିବା
|
- ୬. (ସଂସ୍କୃତ - ବାଚ୍ୟ) ଦୋଷ ଦେବା; ନିନ୍ଦା କରିବା — ୬. To blame; to show any defect.
ବାଛିବାକୁ ତହିଁରେ କଥା ନାହି କିଛି—କୃଷ୍ଣସିଂହ, ମହାଭାରତ ବନ
- ୭. ସମାଲୋଚନା କରିବା —୭. To criticise.
ଅନୁବାଦ[ସମ୍ପାଦନା]
ବାଛିବା
|
- ୮. ଚିରା ଲୁଗାର ଛିଦ୍ରରେ ଛୁଞ୍ଚି ସାହାଯ୍ୟରେ ସୁତା ବୁଣିବା; ରଫ କରିବା —
୮. To knit with thread and needle any hole opened in a cloth; to darn.
ଅନୁବାଦ[ସମ୍ପାଦନା]
ବାଛିବା
|
- ୯. (ଦୋଷ, ଦୁର୍ଗୁଣାଦି) ଖୋଜି ବାହାର କରିବା — ୯. To find fault with.
ତୁ କିପାଁ ମୋତେ ଏତେ ନିନ୍ଦା କରୁଅଛୁ କଟୁକରି କଥା କହି ମୋ ଦୋଷ ବାଛୁ—କୃଷ୍ଣସିଂହ, ମହାଭାରତ ଶାନ୍ତି