କକର୍ଥନା
ଦେଖଣା
କକର୍ଥନା —
ଉଚ୍ଚାରଣ: Kakarthanā
ଗ୍ରା. ବିଣ. (ସଂ. କଦର୍ଥନା) —
୧: ବ୍ୟାକୁଳ; ବିକଳ — ୧. Distracted.
୨: ଅତ୍ୟାଚାରିତ — ୨. Oppressed; tormented.
ଗ୍ରା. ବି —
୧: କଷ୍ଟ ଦେବା — ୧. Tormenting.
ତୀର୍ଥ ୟାତ୍ରା ନ କରିବ କାୟା କକର୍ଥନା ସାରଳାମହାଭାରତ
୨: ବ୍ୟାକୁଳତା — ୨. Distraction.
ପଣ୍ଡବ କେକୟ ଆମ୍ଭର ପରା ସେନା— ମାନଙ୍କୁ ୟୁଦ୍ଧେ ଦେଉଛନ୍ତି କକର୍ଥନା କୃଷ୍ଣସିଂହ, ମହାଭାରତ ଦ୍ରୋଣ
୩: ଅତ୍ୟାଚାର —୩. Oppression; tormenting.