ଦୁର୍
ଦେଖଣା
ଦୁର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - (ଉପସର୍ଗ) (ଦୋ ଧାତୁ=ଛେଦନ କରିବା+ଉର୍)
[ସମ୍ପାଦନା]ଅବ୍ୟୟ; ନିମ୍ନଲିଖିତ ଅର୍ଥଜ୍ଞାପକ ଉପସର୍ଗ —A prefix denoting the following senses.
- ୧. ଦୁଃଖ —୧. Afflication.
- ୨. ନିନ୍ଦିତ —୨. Blameable.
- ୩. ମନ୍ଦ —୩. Bad; evil.
- ୪. ଦୁଷ୍ଟ —୪. Wicked.
- ୫. ନିଷିଦ୍ଧ —୫. Forbidden.
- ୬. କଷ୍ଟ —୬. Difficulty; trouble.
- ୭. ଅବନତି —୭. Deterioration.
[ଦ୍ରଷ୍ଟବ୍ୟ —ଦୁର୍ ଶବ୍ଦ ପୂର୍ବରେ ଥାଇ ଅନେକ ପଦ ନିଷ୍ପନ୍ନ ହୁଏ ଯଥା—ଦୁରଦୁଷ୍ଟ, ଦୁଷ୍କର୍ମ, ଦୁଶ୍ଚିନ୍ତା ଇତ୍ୟାଦି]
ଦୁର୍
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]ଦୁର୍ (ଦେଖ) - Dūr (See)