ମକ୍କିଲ

ଉଇକିଅଭିଧାନ‌ରୁ

ମକ୍କିଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ମୋଆକ୍ୱିଲ୍)[ସମ୍ପାଦନା]

ଓକିଲଙ୍କ ଯଜମାନ — Client

(ଉ—ଆଇନ ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକ୍କେଲକୁ ଚାହିଁ ବସିଥାଆନ୍ତି ଫକୀର ମୋହନ. ଛମାଣ ଆଠଗୁଣ୍ଠ)