ଘରେଇ
Appearance
ଘରେଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୃହସ୍ଥ — House-holder.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୃହ ସମ୍ୱନ୍ଧୀୟ; ପାରିବାରିକ — ୧. Pertaining to a family.
- ୨. ଗୃହପାଳିତ —୨. Domestic.
- ୩. ଅନ୍ତରଙ୍ଗ; ଆତ୍ମୀୟ; ସ୍ୱଜନ —୩. Closely related; one who is considered as within the inner circle of one's family.
- ୪. ଗୃହପ୍ରସ୍ତୁତ —୪. Home-made, produced at home.
- ୫. ଗୋପନୀୟ; ଅପ୍ରକାଶ୍ୟ (ଯଥା-ଚିଠି; କଥା) — ୫. Private; confidential.
- ୬. ଯେଉଁ ବ୍ୟକ୍ତି ସର୍ବଦା ଘରେ ରହିବାକୁ ସୁଖ ପାଏ — ୬. Loving always to stay at home; home-loving;
- ୭. ଯେଉଁ (ସ୍ତ୍ରୀ) ପରିବାରରେ ବାସ କରୁଥାଏ (ଯଥା— ଘରେଇ ତିଲା) —୭. Living in a family; leading a family-life.