ଘରଆଡ଼େ
Appearance
ଘରଆଡ଼େ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଜର ସ୍ତ୍ରୀ — One's wife.
[ଦ୍ରଷ୍ଟବ୍ୟ —ସ୍ତ୍ରୀମାନେ ଆପଣା ସ୍ୱାମୀଙ୍କ ବିଷୟ ପଡ଼ିଲେ ଆମର ସେ, ଆମର ସେମାନେ, ମିଣିପେ, ଦାଣ୍ଡଆଡ଼େ ଆଦି ଶବ୍ଦ ପ୍ରୟୋଗ କରନ୍ତି ସ୍ୱାମୀମାନେ ମଧ୍ୟ ଆପଣା ସ୍ତ୍ରୀ ବିଷୟ ପଡ଼ିଲେ 'ଘର— ଆଡ଼େ; ଉଆସଆଡ଼େ, ଘରେ, ପିଲାଏ, ମାଇପେ' ଶବ୍ଦମାନ ବ୍ୟବହାର କରଥାନ୍ତି ଯଥା—ଆମ ଉଆସଆଡ଼େ (ବା ପିଲାଏ) ଆଜି ଜାଗରଯାତ୍ରା ଦେଖିଯିବାକୁ ମନ କରିଛନ୍ତି]
କ୍ରି.ବିଶେଷଣ -
[ସମ୍ପାଦନା]ଗୃହଦିଗରେ; ଘରତରଫରେ — In the direction of one's house.