ପଚା
ଦେଖଣା
ପଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପଚା
|
ଦେଶଜ - ବିଶେଷଣ - (ସଂସ୍କୃତ - ପଚ୍ ଧାତୁ)
[ସମ୍ପାଦନା]- ୧. ପୋଚିଆ; ସଢ଼ା; ଗଳିତ — ୧. Putrid; rotten.
- ୨. ନଷ୍ଟ; ବିକୃତି — ୨. Spoiled, decayed; putrefied.
ଦଇବେ କୁଶଅଗ୍ରେ କଟିଗଲା ହାତ ତହିଁରୁ ପଚା ହୋଇ ବହିଲା ରକତ—କୃଷ୍ଣସିଂହ. ମହାଭାରତ. ବନ
- ୩. ପୂଜପୂର୍ଣ୍ଣ ହୋଇଥିବା କ୍ଷତ — ୩. Gangrenous.
- ୪. ଈଷତ୍ ନୀଳବର୍ଣ୍ଣ — ୪. Bluish; of bluish colour.
ଯେଉଁ ଗଜରାଜର ବସନ୍ତସଜ ପଚା ଭୂଷଣେ ଅତି ତୋରକ ତେଜ— ବ୍ରଜନାଥ. ସମରତରଙ୍ଗ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରତ୍ନବିଶେଷ —୧. A kind of gem.
- ୨. ପଚାଇବା କ୍ରିୟା — ୨. The act of ripening.