ମୟରା
ଦେଖଣା
ମୟରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୋଦକକାର)
[ସମ୍ପାଦନା]- ୧. ଗୁଡ଼ିଆ; ହାଲୋଇ — ୧. Confectioner.
- ୨. ଲର୍ଡ ମଇରା; ମାର୍କୁଇସ ଅଫ୍ ହେଷ୍ଟିଙ୍ଗସ୍ ବା ଲର୍ଡ ହେଷ୍ଟିଙ୍ଗିସ —୨. Lord Moira, Marquis of Hastings.
[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟାବ୍ଦ ୧୮୧୩: ଠାରୁ ୧୮୨୩: ପର୍ଯ୍ୟନ୍ତ ଭାରତର ବଡ଼ ଲାଟ ଥିଲେ ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ ଓ ପିଣ୍ଡାରି ଯୁଦ୍ଧ ହୋଇଥିଲା; ଶ୍ରୀରାମପୁର ଠାରୁ ପ୍ରଥମ ବଙ୍ଗଳା ସମ୍ୱାପତ୍ର ପ୍ରକାଶିତ ହୋଇଥିଲା ଓ କଲିକତାର ପ୍ରେସିଡ଼େନ୍ସି କଲେଜ୍ ୧୮୧୭: ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା]
ମୟରା
ଉଚ୍ଚାରଣ
[ସମ୍ପାଦନା](ମୟରାଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ଓ ପୁଂ.—(ସଂସ୍କୃତ - ମୋଦକକାର)
[ସମ୍ପାଦନା]ମଇରା (ଦେଖ) - Mairā (see)