ମେଲା
ଦେଖଣା
ମେଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଉନ୍ମୀଳନ=କୋଲିବା)
[ସମ୍ପାଦନା]- ୧. ଖୋଲା; ଅନାବୃତ; ପଙ୍ଗୂଳା —୧. Open; uncovered.
[ଉ—ଗୁପତଭାବେ ମୋର ଲୀଳା; ମୋ ରୂପ ନ ଦିଶଇ ମେଲା ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]
- ୨. ଉନ୍ମୀଳିତ —୨. Opened.
- ୩. ଅରୁଦ୍ଧ; ଅନା— ରଦ୍ଧ —୩. Unclosed; unobstructed.
[ଉ— ବାପ ପୁଅ ଦୁହେଁ ରାତି ଅନିଦ୍ରା, ମୁଗୁରା ଗାଣ୍ଡି ମେଲା ଢଗ]
- ୪. ପ୍ରଶସ୍ତ —୪. Spacious; wide; extensive.
ବିଶେଷ୍ୟ -
[ସମ୍ପାଦନା]- ୧. ଏକ ଦିଗରେ କାନ୍ଥ ଥାଇ ଆଉ ତିନି ପାଞ୍ଚେ କାନ୍ଥ ନ ଥିବା ଘର; ଦଲାଣ — ୧. A hall; a house with one wall and open on ୩ sides.
[ଉ—ଦୁଇ ସାହୁ ଯାଇ
ଠାକୁର ମେଲରେ ବସିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ]
[ଦ୍ରଷ୍ଟବ୍ୟ —ଅସ୍କୁଲ ମେଲା, କଚିରି ମେଲା, ପୁରୁଣା ମେଲା, ଚାହାଳି ମେଲା, ଆଖଡ଼ା ମେଲା, ଦେବୀ ମେଲା ପ୍ରଭୃତି ଶବ୍ଦରେ ମଧ୍ୟ ମେଲ ଏହି ଅର୍ଥରେ ବ୍ୟବହୃତ ହୁଏ]
- ୨. ଖୋଲା ଅବସ୍ଥା; କୌଣସି ସ୍ଥାନର ଉନ୍ମୁକ୍ତ ଅବସ୍ଥା —୨. Open condition of a place.
- ୩. ଅରୁଦ୍ଧ ସ୍ଥାନ; ଅନାବୃତ ସ୍ଥାନ —୩. Unobstructed place; open space.
- ୪. ଫାଙ୍କ —୪. An opening, aperture.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ହାଟ; ମେଳା —Market; fair.